ସିନେମା ହଲ ମା’ କାଳୀ ଙ୍କ ଭସାଣି ଯାତ୍ରା 

 ଭୁବନ ୧୯/୧୧/୨୦୨୩ (ଓଡ଼ିଶା ସମାଚାର)-ଭୁବନ ସିନେମା ହଲ ଛକ ରେ ଗତ ରବିବାର ରାତିରୁ ମା ‘ କାଳୀ ଙ୍କ ୩୮ ତମ ବାର୍ଷିକ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଆଜି ସନ୍ଧ୍ୟାରେ ମା କାଳୀ ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେଉଛି । ମ୍ୟୁଜୀକ ଗ୍ରୁପ୍ ,ଭାଙ୍ଗଡା ବାଜା ସାଙ୍ଗକୁ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଗହଣରେ ମା କାଳୀ ଙ୍କୁ ବିଦାୟ ଦେଉଛନ୍ତି । କାଳୀ ପୂଜା କମିଟି ସଭାପତି ସନ୍ତୋଷ କୁମାର ପୋଥାଳ ଙ୍କ ତତ୍ତ୍ଵାବଧାନରେ ରବି ନାରାୟଣ ସାହୁ,ଧନେଶ୍ଵର ଦାସ,ଅଜିତ ନନ୍ଦୀ, ଟିଟୁ ଦାସ, ଲୋକନାଥ ପତ୍ର,ସମରସେନ୍ ନାୟକ,ଗୋପାଳ ନାୟକ, ନୀତେଶ କୁମାର ପୋଥାଳ,ପର୍ଶୁରାମ ପୋଥାଳ,ସଦାନନ୍ଦ ନାୟକ,ମନୋଜ ପୋଥାଳ ପ୍ରମୁଖ ଭସାଣି ଯାତ୍ରା ରେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *