ତିକନପୁର ପଂଚାୟତରେ ମନେରେଗା ସାମାଜିକ ସମୀକ୍ଷା ବୈଠକ

ପାଟକୁରା ୧୬/୦୮/୨୦୨୫ (ଓଡିଶା ସମାଚାର)- ଆଜି ଗରଦପୁର ବ୍ଳକ ଅଧୀନ ତିକନପୁର ପଂଚାୟତରେ ମନେରେଗା ଯୋଜନାର ସମୀକ୍ଷା ବୈଠକ ବସିଥିଲା । ସମୀକ୍ଷକ ମାଳତୀ ଲତା ବେହେରା, ଅନୁସୟା ପରିଜା, ସୌଭାଗ୍ୟ ଲକ୍ଷ୍ମୀ ପରିଡା, ନିର୍ବାହୀ ଅଧିକାରୀ ଦିଲ୍ଲୀପ ସାହୁ, ଏଡିଇଓ ପବିତ୍ର କୁମାର ମହାନ୍ତି, ସରପଞ୍ଚ ଅମୀୟ କୁମାର ନାୟକ ଉପସ୍ଥିତ ଥିଲେ । ଏତତ ବ୍ୟତୀତ ବିଭିନ୍ନ ବର୍ଗର ଶ୍ରମିକ ମାନେ ମଧ୍ୟ ଉପସ୍ଥିତ ଥିଲେ । ପଂଚାୟତରେ ହୋଇଥିବା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ହୋଇଥିଲା ।

Leave a Reply

Your email address will not be published. Required fields are marked *