ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ ରେ ଜାତୀୟ ପତାକା ଉତ୍ତୋଳନ କଲେ ସଭାପତି ପ୍ରଫୁଲ୍ଲ ସିଂହ

କଟକ ସଦର,୧୫/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ବିଜୁ ଜନତାଦଳ କାର୍ଯ୍ୟାଳୟ ଦୋଳମୁଣ୍ଡେଇ ଠାରେ ଆଜି ଶୁକ୍ରବାର ଦିନ ୭୯ ତମ ସ୍ୱ।ଧିନତା ଦିବସ ଅବସରରେ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଜାତୀୟ ପତାକା ଉତ୍ତୋଳନ କରି ସ୍ୱ।ଧିନତା ଦିବସ ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମଧୁସୂଦନ ସାହୁ, ମହମ୍ମଦ ସକିଲ, ପ୍ରଶାନ୍ତ ନାୟକ, ପ୍ରକାଶ ସିଂ, ଶିଶିର ପରିଜା, ପୂର୍ବତନ ମେୟର ଅନିତା ବେହେରା, ପୂର୍ଣ୍ଣିମା ସିଂ,ଚନ୍ଦନ ଜେନା,ଵନଲତା ପ୍ରଧାନ,ନନ୍ଦଲାଲ ସିଂ,ପ୍ରଦୀପ ସିଂ, ପ୍ରଫୁଲ୍ଲ ବେହେରା,ତାପସ ମହାନ୍ତି, ସ୍ମୃତି ରଞ୍ଜନ ନାୟକ, ସ୍ବଦେଶ ଦାସ, ଜଗନ୍ନାଥ ସ୍ୱ।ଇଁ,କାଳି ଚରଣ ପାଣିଗ୍ରାହୀ, ଅର୍ପିତା ଦାସ, ବିଜୟ ଓଝା, ରାକେଶ ରଣା,ବୁଲୁ ବିଶ୍ଵାଳ, ପ୍ରମୋଦ ବେହେରା, ମହମ୍ମଦ ଅଜିଜୁର ରହିମ୍, ଅବଦୁଲ କରିମ୍,କୁଲୁ ମଲିକ,ସଜ୍ଜାଦ୍ ହୁସେନ,ନୀଳମାଧବ ଖୁଣ୍ଟିଆ,ପ୍ରତାପ ନାୟକ, ମନୋରଞ୍ଜନ ସାହୁ ପ୍ରମୁଖ ବହୁ ବିଜେଡ଼ି କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *