ବାଲିଗୁଡା,୧୦/୦୧/୨୪(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତି ପୀଠର ନୂତନ କମିଟି ଗଠନ କରି କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ମୁଖ୍ୟ ଟ୍ରଷ୍ଟି ଭାବେ ଅନନ୍ତ ଚରଣ ପୃଷ୍ଟି, କାର୍ଯ୍ୟାଳୟ ପ୍ରହାରୀ ଭାବେ ମିନତୀ ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ସବିତା ମଲ୍ଲିକ, ସଦସ୍ୟ ଓ ସଦସ୍ୟା ମାନଙ୍କ ମଧ୍ୟରେ ଯୁଧିଷ୍ଠିର ପାତ୍ର, ବିଜୟଲଷ୍ମୀ ମହାପାତ୍ର, ପୁରୁଷୋତ୍ତମ ନାୟକ, ସିମାଞ୍ଚଳ ମହାପାତ୍ର, ସଚଳା ମିଶ୍ର, କଳ୍ପନା ବିଷୋୟୀ, ଚରଣ ଅମାୟତ, ଲକ୍ଷ୍ମଣ ମଲ୍ଲିକ, ବିପ୍ର ଚରଣ ପ୍ରଧାନ, ସଂଯୁକ୍ତା ଦଣ୍ଡସେନା ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ନରେନ୍ଦ୍ର ସାହୁ, ଜଗନ୍ନାଥ ବେହେରା, ସୋନୁ ମହାରଣା ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।
Related Posts
ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ, ଓଡ଼ିଶା ଚତୁର୍ଥ ବୈଠକ ଅନୁଷ୍ଠିତ
ଅକ୍ଟୋବର ମାସ ଶେଷ ସୁଦ୍ଧା ଚିଲିକା, ଅଂଶୁପା, ଭିତରକନିକା ହେନ୍ତାଳବନ, ହୀରାକୁଦ ଜଳଭଣ୍ଡାର, ସାତକୋଶିଆ ଗଣ୍ଡ ଏବଂ ତାମ୍ପଡା ଆର୍ଦ୍ରଭୂମିର ସମନ୍ବିତ ପରିଚାଳନା ଯୋଜନା ପ୍ରସ୍ତୁତ କର…
କଣ୍ଟ ପୁରିଗଲା,ପାରାଵିଲ୍ ରେ ଓଭର ହେଡ୍ ଟାଙ୍କିରୁ ପାନୀୟ ଜଳ ଯୋଗାଣ କେବେ?
କଟକ ସଦର ୦୯/୦୮/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ପାରାଵିଲ ଗ୍ରାମରେ ଲୋକମାନଙ୍କୁ ପାଇପ୍ ଯୋଗେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ…
ଆଞ୍ଚଳିକ ସାମ୍ବାଦିକ ସଂଘ ର ତ୍ରି ଦିବସୀୟ ସମାରୋହ ଉଦଯାପିତ
ସାଲେପୁର,୦୨/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ସାଲେପୁର ଆଞ୍ଚଳିକ ସାମ୍ବାଦିକ ସଂଘ ର ଦଶମ ବାର୍ଷିକ ଉତ୍ସବ ସାଲେପୁର ହାଇସ୍କୁଲ ପଡିଆରେ, ଉଦଯାପିତ ହୋଇ ଯାଇଛି ।…
