ସମ୍ବଲପୁର,୨୫/୦୭/୨୦୨୫ (ଓଡ଼ିଶା ସମାଚାର)- ହୀରାକୁଦ ଡ୍ୟାମ୍ ର ମୋଟ ୨୦ଟି ଗେଟ୍ ଖୋଲିଲା । ହୀରାକୁଦ ଉପରମୁଣ୍ଡର ଜଳସ୍ତର ବୃଦ୍ଧି ପାଉଥିବାରୁ ଆଉ ୪ଟି ଗେଟ୍ ଖୋଲିବା ସହ ବର୍ତ୍ତମାନ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ବର୍ଷାକୁ ଦେଖି ତଳିଆ ଜିଲାମାନଙ୍କୁ ହାଇଆଲର୍ଟ କରାଯାଇଛି । ବର୍ଷା ଲାଗି ରହିଲେ ଆସନ୍ତା କାଲି ଆଉ ଗେଟ୍ ଖୋଳାଯାଇ ପାରେ ।
ହୀରାକୁଦ ଡ୍ୟାମ୍ ର ମୋଟ ୨୦ଟି ଗେଟ୍ ଖୋଲା
