ଜଗତସିଂହପୁର ,୦୫/୦୬/୨୦୨୫ (ଓଡ଼ିଶା ସମାଚାର)- ଆଜି ସକାଳ ୮ ଘଟିକା ସମୟ ରେ ଜଗତସିଂହପୁର ଜିଲ୍ଲାର ଅବକାରୀ ବିଭାଗ ଅନୁକୁଲ୍ୟ ରେ ଅବକାରୀ ଅଫିସ୍ ପରିସର ରେ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବନ୍ୟ ବିଭାଗ ଓ ଅବକାରୀ ବିଭାଗ ର ମିଳିତ ଉଦ୍ୟମ ରେ
ସାମୂହିକ ବୃକ୍ଷ ରୋପଣ ସମାରୋହ ଆୟୋଜିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ଦିଗରେ ଜିଲ୍ଲା ଅବକାରୀ ଓ ଫରେଷ୍ଟ ବିଭାଗର କର୍ମଚାରୀମାନେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ ।
