ଯୁକ୍ତ ୨ ପରୀକ୍ଷାରେ ଜୁନାଗଡ଼ ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସଫଳତା।

ଜୁନାଗଡ଼,୨୩/୦୫/୨୦୨୫ (ଓଡ଼ିଶା ସମାଚାର/ ରାକେଶ ବେମାଲ) -ଜୁନାଗଡ଼ ସ୍ଥିତ ଚମେଲି ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ଉଚ୍ଚ ମାଧ୍ୟମିକ ରେଗୁଲାର ପରୀକ୍ଷାରେ ବିଦ୍ୟାଳୟକୁ ବଡ଼ ସଫଳତା ମିଳିଛି ।

କହିବାକୁ ଗଲେ ଚଳିତ ଯୁକ୍ତ ୨ ପରୀକ୍ଷାରେ ଛାତ୍ରୀ ଲିପ୍ସାପ୍ରିୟଦର୍ଶିନୀ ନ।ଏକ ,ରୂପାଳି ପ୍ରଧାନ ,ଗୀତା ଝାଙ୍କର ,ମମତା ରଣା ଓ ରୋସନି କ୍ଷିତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୧୧ ଜଣ ଦ୍ୱିତୀୟ ଓ ୭୮ ଜଣ ଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରିଥିବା ନେଇ ବିଦ୍ୟାଳୟର ପ୍ରତିଷ୍ଠାତା ଲ।ୟନ ମାଣିକ ଚାନ୍ଦ ଅଗ୍ରୱାଲ,ଅଧ୍ୟକ୍ଷ୍ୟା ପ୍ରିୟମଞ୍ଜରୀ ପଣ୍ଡା, ଅଧ୍ୟାପକ, ଅଧ୍ୟାପିକା ସମସ୍ତ ଛାତ୍ରୀଙ୍କୁ ଶୁଭେଚ୍ଛା  ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *