କୋଣାର୍କ ୦୭/୦୧/୨୦୨୫ (ଓଡ଼ିଶା ସମାଚାର)-କୋଣାର୍କ ଠାରେ ପ୍ରବାସୀ ଭାରତୀୟମାନଙ୍କୁ ସ୍ଵାଗତ କରିବା ପାଇଁ ହୋଇଥିବା ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା। ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ଆମ ମାଟି ପାଇଁ ଗର୍ବ ଓ ଗୌରବର ବିଷୟ । ସମସ୍ତ ପ୍ରବାସୀ ଭାରତୀୟମାନଙ୍କୁ ଏକ ସ୍ବତନ୍ତ୍ର ଏବଂ ଭଲ ଅନୁଭୂତି ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।









ପ୍ରବାସୀ ଭାରତୀୟମାନଙ୍କୁ ସ୍ଵାଗତ କରିବା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା
