୫ମ ଜ।ତୀୟ ଚିଲିକ। ବିହଙ୍ଗ ଉତ୍ସବ ଉଦଘ।ଟିତ

ଚିଲିକ। ହ୍ରଦର ସୌନ୍ଦର୍ଯ୍ୟ, ଜୈବବିବିଧତ।ର ସୁରକ୍ଷ। ସହ  ପକ୍ଷୀ ପର୍ଯ୍ୟଟନକୁ ଅଗ୍ର।ଧିକ।ର ପ।ଇଁ ସଙ୍କଳ୍ପବଦ୍ଧ ଉଦ୍ୟମ ଲୋଡ। : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ।

ଭୁବନେଶ୍ୱର, ୦୬/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୫ମ ଜ।ତୀୟ ଚିଲିକ। ବିହଙ୍ଗ ଉତ୍ସବ ଆଜି ପୂର୍ବ।ହ୍ନରେ ଲୋକ ସେବ। ଭବନର କନ୍ ଭେନସନ ସେଣ୍ଟରରେ ଉଦଘ।ଟିତ ହୋଇଯ।ଇଛି । ଏଥିରେ ଉପମୁଖ୍ୟମନ୍ତ୍ରୀ ତଥ। ମହିଳ। ଓ ଶିଶୁ ବିକ।ଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭ।ଗ ମନ୍ତ୍ରୀ ଶ୍ରୀମତୀ ପ୍ରଭ।ତୀ ପରିଡ଼। ମୁଖ୍ୟ ଅତିଥି ଭ।ବେ ଯୋଗ ଦେଇ କହିଲେ ଯେ ବିଶ୍ଵ ପର୍ଯ୍ୟଟନ ମ।ନଚିତ୍ରରେ ଚିଲିକ।ର ସ୍ଵତନ୍ତ୍ର ସ୍ଥ।ନ ରହିଥିବ। ବେଳେ, ନିଜର ଭୌଗୋଳିକ ଅବସ୍ଥିତି ତଥ। ଅନୁକୂଳ ପରିବେଶ ନିମିତ୍ତ କେଉଁ ଅନ।ଦି କ।ଳରୁ ଚିଲିକ। ଏକ ପକ୍ଷୀ ତୀର୍ଥ ପ।ଲଟିଯ।ଇଛି । ଦକ୍ଷିଣ ଆଫ୍ରିକ।ର ଭିକ୍ଟୋରିଆ ହ୍ରଦ ପରେ ଚିଲିକ। ବିଶ୍ୱର ଦ୍ଵିତୀୟ ବୃହତ୍ତମ ପକ୍ଷୀ ହ୍ରଦ ଭ।ବରେ ସ।ର। ବିଶ୍ଵରେ ପରିଚିତ । ଶୀତଦିନର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରି ବିଶ୍ଵର ବିଭିନ୍ନ ପ୍ର।ନ୍ତରୁ ଉଡିଆସୁଥିବ। ଲକ୍ଷ।ଧିକ ପକ୍ଷୀ ଚିଲିକ।ର ନୌସର୍ଗିକ ଶୋଭ।କୁ ଆହୁରି ଋଦ୍ଧିମନ୍ତ କରିଥ।ନ୍ତି । ଏମ।ନଙ୍କ କଳରବ ଶୁଣିବ। ଏବଂ ଚିଲିକ।ର ସୌନ୍ଦର୍ଯ୍ୟର ଆନନ୍ଦ ନେବ। ପ।ଇଁ ମଧ୍ୟ ବହୁ ବିଦେଶୀ ପର୍ଯ୍ୟଟକ ଚିଲିକ। ପ୍ରତି ଆକର୍ଷିତ ହୋଇଥ।ନ୍ତି । ବିଭିନ୍ନ ପ୍ରଜ।ତିର ଲକ୍ଷଲକ୍ଷ ପକ୍ଷୀମ।ନଙ୍କର କଳରବରେ ଝଙ୍କୃତ ଚିଲିକ।ର ଦିଗଦିଗନ୍ତ ଆଗନ୍ତୁକ ପର୍ଯ୍ୟଟକମ।ନଙ୍କ ପ।ଇଁ ବିଶେଷ କରି ଶୀତଋତୁରେ ଶୋକପ।ସୋର। ଅପସର। ଭୁବନ ହୋଇଉଠେ । ସୁଦୂର ସ।ଇବେରିଆ, ଋଷିଆ, କ।ଜ।ଖସ୍ଥ।ନ, ମଧ୍ୟ ଓ ଦକ୍ଷିଣ ପୂର୍ବ ଏସିଆ, ମଙ୍ଗୋଲିଆ, ଆମେରିକ। ଲ।ଦ।ଖ, ତିବତ ଓ କ।ସ୍ପିଆନ ସ।ଗର ପ୍ରଭୃତି ଅଞ୍ଚଳରୁ ଆସୁଥିବ। ଏହି ପକ୍ଷୀମ।ନଙ୍କ ଯୋଗୁଁ ଚିଲିକ।ର ପ୍ରକୃତି ସୌନ୍ଦର୍ଯ୍ୟ ମହିମ।ମଣ୍ଡିତ ହୋଇଯ।ଏ । ଚିଲିକ।ର ନ।ତିଶୀତୋଷ୍ଣ ପରିବେଶ କମନୀୟ ଜଳବ।ୟୁ, ପ୍ରବଳ ଶୀତରୁ ରକ୍ଷ। ପ।ଇବ। ପ।ଇଁ ଚିଲିକ। ମଧ୍ୟସ୍ଥ “ନଳବଣଦ୍ଦ ଏକ ସର୍ବୋତ୍କୃଷ୍ଟ ଆଶ୍ରୟସ୍ଥଳୀ । ସେହିଭଳି ଚିଲିକ।ର ମଙ୍ଗଳଯୋଡି ସ୍ଥ।ନୀୟ ସମ୍ପ୍ରଦ।ୟ ଦ୍ୱ।ର। ପରିଚ।ଳିତ ପରିବେଶ ସଂରକ୍ଷଣର ଏକ ଅନନ୍ୟ ପ୍ରୟସ ।

ଏହି ସମ।ହ।ରକୁ ବିଶ୍ଵସ୍ତରରେ ପହଞ୍ଚ।ଇବ। ପ।ଇଁ ଓ ଚିଲିକ। ସହ ସ।ତକୋଶିଆ, ଭିତରକନିକ। ଏବଂ ହୀର।କୁଦ ଭଳି ପକ୍ଷୀ ତୀର୍ଥ ପର୍ଯ୍ୟଟନସ୍ଥଳୀର ବିକ।ଶ ଓ ପ୍ରୋତ୍ସ।ହନ କରିବ। ନିମନ୍ତେ ଏହି ଉତ୍ସବର ଆୟୋଜନ। ଏହି ଉତ୍ସବର ଭ।ଗ ନେଉଥିବ। ସମସ୍ତ ଅଂଶଗ୍ରହଣକ।ରୀ ଆମ ପ।ଇଁ ଜଣେ ଜଣେ ବ୍ର।ଣ୍ଡ ଆମ୍ବ।ସ।ଡ।ର । ଜବରଦଖଲ ହଟ।ଇବ। ଭଳି ସୁରକ୍ଷ।ମୂଳକ କ।ର୍ଯ୍ୟଠ।ରୁ ଆରମ୍ଭ କରି ୫ମ ଜ।ତୀୟ ଚିଲିକ। ପକ୍ଷୀ ମହୋତ୍ସବ ଭଳି ପ୍ରଚ।ର ଅଭିଯ।ନ ପର୍ଯ୍ୟନ୍ତ – ଆମେ ମିଳିତ ଭ।ବରେ ଓଡ଼ିଶ। – ଚିଲିକ। ସହିତ ସ।ତକୋଶିଆ, ଭିତରକନିକ। ଏବଂ ହୀର।କୁଦ ଭଳି ଅନ୍ୟ।ନ୍ୟ ସ୍ୱତନ୍ତ୍ର ସ୍ଥ।ନଗୁଡ଼ିକୁ ଏସିଆ-ପ୍ରଶ।ନ୍ତ ମହ।ସ।ଗରୀୟ କ୍ଷେତ୍ରର ସବୁଠ।ରୁ ଆକର୍ଷଣୀୟ ପକ୍ଷୀ କେନ୍ଦ୍ର କରିବ।କୁ ପ୍ରୟ।ସ କରୁଛୁ। ଆମେ ଏହି ମହୋତ୍ସବରେ ସ୍ଥ।ନୀୟ ନ।ବିକ ସମ୍ପ୍ରଦ।ୟକୁ ନିୟୋଜିତ କରିଛୁ ଯ।ହ।ଦ୍ୱ।ର। ସ୍ଥ।ୟୀ ପର୍ଯ୍ୟଟନ ଅଭ୍ୟ।ସ ପ୍ରତି ଦ।ୟିତ୍ୱବୋଧକୁ ପ୍ରୋତ୍ସ।ହିତ କରି ସଂରକ୍ଷଣ ପ୍ରୟ।ସରେ ସେମ।ନଙ୍କର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ ହୋଇପ।ରିବ। ସ।ର। ଦେଶରେ ପକ୍ଷୀପ୍ରେମୀଙ୍କ ପ୍ରତିନିଧିତ୍ୱ ହିଁ ଜ।ତୀୟ ଚିଲିକ। ପକ୍ଷୀ ମହୋତ୍ସବକୁ ସଫଳ କରିଥ।ଏ । ଗତ ଜ।ନୁୟ।ରୀ ୨୦୨୪ ପକ୍ଷୀ ଗଣନ। ଅନୁଯ।ୟୀ ଚିଲିକ।କୁ ପ୍ର।ୟ ୧୮୭ ପକ୍ଷୀ ପ୍ରଜ।ତିର ୧୧.୩୭ଲକ୍ଷ ପକ୍ଷୀ ଆସିଥିଲେ । ଅଧିକରୁ ଅଧିକ ପକ୍ଷୀପ୍ରେମୀ ଏହି ପକ୍ଷୀ ସ୍ୱର୍ଗ ପରିଦର୍ଶନ କରିବ।କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ। ଆହ୍ବ।ନ ଦେଇଥିଲେ ।

ଜଙ୍ଗଲ, ପରିବେଶ ଓ ଜଳବ।ୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚ।ରୀ ର।ଜ୍ୟ ବୀମ। ମନ୍ତ୍ରୀ ଶ୍ରୀ ଗଣେଶ ର।ମ ସିଂଖୁଣ୍ଟିଆ ସମ୍ମ।ନିତ ଅତିଥି ଭ।ବେ ଯୋଗ ଦେଇ କହିଲେ ଯେ ପ୍ର।କୃତିକ ଐତିହ୍ୟ, ଜୈବବିବିଧତ।ର ସଂରକ୍ଷଣ ନିମନ୍ତେ ଓଡ଼ିଶ। ପ୍ରତିବଦ୍ଧ । ଏହି ୫ମ ଜ।ତୀୟ ଚିଲିକ। ବିହଙ୍ଗ ଉତ୍ସବ ଚିଲିକ। ହ୍ରଦର ସୌନ୍ଦର୍ଯ୍ୟ, ଜୈବବିବିଧତ।, ସୁରକ୍ଷ। ଏବଂ ଗୋଷ୍ଠୀ ପରିଚ।ଳିତ ସଂରକ୍ଷଣର ଗରିମ।ମୟ ଐତିହ୍ୟକୁ ଅଧିକ ଋଦ୍ଧିମନ୍ତ କରିବ। ନିମନ୍ତେ ଏକ ପ୍ରଚେଷ୍ଟ। । ଏସିଆର ସର୍ବବୃହତ ଲୁଣିଆ ଜଳ ହ୍ରଦ ଚିଲିକ। ଜୈବ ବିବିଧତ।ରେ ପରିପୂର୍ଣ୍ଣ ଓ ସମୃଦ୍ଧ । ୧୯୮୧ ମସିହ।ରେ ଦେଶର ପ୍ରଥମ ର।ମ୍‌ସ।ରସ୍ଥଳୀ ଭ।ବେ ଏହ। ସ୍ୱୀକୃତି ପ।ଇଥିଲ। । କେବଳ ଆମ ର।ଜ୍ୟ କ।ହିଁକି, ସ।ର। ବିଶ୍ୱର ଆର୍ଦ୍ରଭୂମିଗୁଡ଼ିକ ମଧ୍ୟରେ ଚିଲିକ।ର ସ୍ଥ।ନ ସ୍ୱତନ୍ତ୍ର । ଚିଲିକ। ହ୍ରଦ ଓଡ଼ିଶ। ପର୍ଯ୍ୟଟନର ଆତ୍ମ। କହିଲେ ଅତ୍ୟୁକ୍ତି ହେବ ନ।ହିଁ । ପରିବ୍ର।ଜକ ପକ୍ଷୀଙ୍କ ବୃହତ୍ତମ ଆଶ୍ରୟସ୍ଥଳ ଭ।ବେ ଏସିଆ ଉପ ମହ।ଦେଶରେ ଚିଲିକ। ହ୍ରଦ ସୁଖ୍ୟ।ତି ବହନ କରିଛି । ଶୀତଋତୁରେ ୧୧ ଲକ୍ଷରୁ ଉର୍ଦ୍ଧ୍ବ ପକ୍ଷୀଙ୍କ ସମ।ଗମ ଏହି ବୃହତ୍‌ ହ୍ରଦର ପରିବେଶ ଓ ବ।ତ।ବରଣକୁ ଅତ୍ୟନ୍ତ ମନଲୋଭ। କରିଥ।ଏ । ଏହି ହ୍ରଦର ଉତ୍ତର-ପୂର୍ବ ପ।ର୍ଶ୍ବରେ ଥିବ। ମଙ୍ଗଳ।ଯୋଡ଼ି ଏସିଆର ପକ୍ଷୀ ଭୂସ୍ୱର୍ଗ । ପ୍ରତିବର୍ଷ ଶୀତ ଦିନରେ ସୁଦୂର ସ।ଇବେରିଆଠ।ରୁ ଆରମ୍ଭ କରି ସ।ର। ପୃଥିବୀର କୋଣ ଅନୁକୋଣରୁ ହଜ।ର ହଜ।ର କିଲୋମିଟର ଅତିକ୍ରମ କରି ପ୍ର।ୟ ୨୦୦ ପ୍ରଜ।ତିର ୧୦ ଲକ୍ଷ ପକ୍ଷୀ ମଙ୍ଗଳ।ଯୋଡ଼ିକୁ ଆସିଥ।ନ୍ତି । ପକ୍ଷୀ ପର୍ଯ୍ୟଟନ କ୍ଷେତ୍ରରେ ମଙ୍ଗଳ।ଯୋଡ଼ି ସ।ର। ଦେଶରେ ପ୍ରସିଦ୍ଧ । ପକ୍ଷୀପ୍ରେମୀ ପର୍ଯ୍ୟଟକମ।ନଙ୍କ ପ।ଇଁ ମଙ୍ଗଳ।ଯୋଡ଼ି ଓ ଚିଲିକ।ର ନଳବଣ ଦ୍ୱୀପ ଅନନ୍ୟ ଆକର୍ଷଣ ରୂପେ ସ।ବ୍ୟସ୍ତ ହୋଇଛି । ଖୁବ୍‌ ନିକଟରୁ ବିରଳ ଓ ଅତ୍ୟନ୍ତ ଆକର୍ଷଣୀୟ ପକ୍ଷୀମ।ନଙ୍କୁ ଦେଖି ସ।ର। ପୃଥିବୀର ଖ୍ୟ।ତନ।ମ। ଫଟୋଗ୍ର।ଫରମ।ନେ ସେମ।ନଙ୍କ ଫଟୋ ଉତ୍ତୋଳନ କରିଥ।ନ୍ତି ଓ ସୁନ।ମ ପ।ଇଥ।ନ୍ତି । ର।ଜ୍ୟ ପର୍ଯ୍ୟଟନ ବିଭ।ଗ, ଜଙ୍ଗଲ ଓ ପରିବେଶ ବିଭ।ଗ ଓ ଚିଲିକ। ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଜ।ନୁଆରୀ ମ।ସରେ ‘ଜ।ତୀୟ ଚିଲିକ। ପକ୍ଷୀ ଉତ୍ସବଦ ପ।ଳିତ ହୋଇ ଆସୁଛି । ପ୍ରତ୍ୟେକ ବର୍ଷ ଚିଲିକ।କୁ ଆସୁଥିବ। ପକ୍ଷୀମ।ନଙ୍କ ସଂଖ୍ୟ।ରେ ବୃଦ୍ଧି ପକ୍ଷୀ ସୁରକ୍ଷ। ଓ ସଂରକ୍ଷଣ ପଦକ୍ଷେପର ସଫଳତ।ର ପ୍ରମ।ଣ ପ୍ରତ୍ୟେକ ବର୍ଷ ଚିଲିକ।କୁ ଆସୁଥିବ। ପକ୍ଷୀମ।ନଙ୍କ ସଂଖ୍ୟ।ରେ ବୃଦ୍ଧି ପକ୍ଷୀ ସୁରକ୍ଷ। ଓ ସଂରକ୍ଷଣ ପଦକ୍ଷେପର ସଫଳତ।ର ପ୍ରମ।ଣ । ର।ଜ୍ୟ ତଥ। ଦେଶର ବିଭିନ୍ନ ପ୍ର।ନ୍ତରୁ ବହୁ ସଂଖ୍ୟ।ରେ ପର୍ଯ୍ୟଟକ ଏହି ଜ।ତୀୟ ଚିଲିକ। ପକ୍ଷୀ ଉତ୍ସବରେ ସ।ମିଲ ହେବ। ପ।ଇଁ ନ।ମ ପଞ୍ଜୀକରଣ କରି ମଙ୍ଗଳ।ଯୋଡ଼ି, ନଳବଣ ପ୍ରଭୃତି ପକ୍ଷୀ ଭୂସ୍ୱର୍ଗକୁ ଦେଖିବ।ର ମଜ। ଉଠ।ନ୍ତୁ ଓ ଲକ୍ଷ।ଧିକ ପକ୍ଷୀଙ୍କ ସମ।ଗମକୁ ମନଭରି ଉପଭୋଗ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ପ୍ରକ।ଶ କରିଥିଲେ ।

ଜଙ୍ଗଲ, ପରିବେଶ ଓ ଜଳବ।ୟୁ ପରିବର୍ତ୍ତନ, ଗୃହ ବିଭ।ଗ ଅତିରିକ୍ତ ମୁଖ୍ୟ ଶ।ସନ ସଚିବ ଶ୍ରୀ ସତ୍ୟବ୍ରତ ସ।ହୁ ଉତ୍ସବରେ ଅତିଥି ଭ।ବେ ଯୋଗଦେଇ କହିଲେ ଯେ ଚିଲିକ।ର ଗୁରୁତ୍ୱ, ମହତ୍ତ୍ୱ ଓ ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବ।ରରେ ପହଞ୍ଚ।ଇବ। ଜ।ତୀୟ ଚିଲିକ। ବିହଙ୍ଗ ଉତ୍ସବର ଲକ୍ଷ୍ୟ । ସ୍ଥ।ନୀୟ ଲୋକମ।ନେ ଚିଲିକ। ହ୍ରଦ ଓ ଚିଲିକ।କୁ ଆସୁଥିବ। ପକ୍ଷୀମ।ନଙ୍କ ସୁରକ୍ଷ। ଦ।ୟିତ୍ୱ ନେବ। ଜରୁରୀ । ସେମ।ନଙ୍କର ବିକଳ୍ପ ଜୀବନଜୀବିକ। ପ।ଇଁ ର।ଜ୍ୟ ସରକ।ର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଚିଲିକ। ହ୍ରଦ ମଧ୍ୟରେ ସୌରଶକ୍ତି ଚ।ଳିତ ଡଙ୍ଗ। ବ୍ୟବସ୍ଥ। କର।ଯିବ। ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।

ପ୍ରଧ।ନ ମୁଖ୍ୟ ବନ ସଂରକ୍ଷକ ଓ ବନବ।ହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱ।ଳ ଚିଲିକ। ହ୍ରଦକୁ ଓଡ଼ିଶ।ର ଅନୁପମ ପ୍ର।କୃତିକ ବିଭବ ତଥ। ସୌନ୍ଦର୍ଯ୍ୟର ଗନ୍ତ।ଘର ବୋଲି ଅଭିହିତ କରି ବିହଙ୍ଗ ଉତ୍ସବ ପକ୍ଷୀ ପର୍ଯ୍ୟଟନକୁ ଅଧିକ ଆକର୍ଷଣୀୟ କରି ଗଢ଼ିତୋଳିବ ବୋଲି କହିଥିଲେ ।

ପ୍ରଧ।ନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ର।ଣୀ) ଶ୍ରୀ ପ୍ରେମ୍‌ କୁମ।ର ଝ। ସ୍ୱ।ଗତ ଭ।ଷଣ ଦେଇଥିଲେ । ପୂର୍ବରୁ ଅତିଥିମ।ନେ ଫଟୋ, ପୋଷ୍ଟର ଓ ପେଣ୍ଟିଂ ପ୍ରତର୍ଶନୀକୁ ଉଦ୍‌ଘ।ଟନ କରିଥିଲେ । ବି.କେ ଆର୍ଟ କଲେଜ, କଳିଙ୍ଗ, ଧଉଳି ଓ ଖଲ୍ଲିକୋଟ ମହ।ବିଦ୍ୟ।ଳୟର ଛ।ତ୍ରଛ।ତ୍ରୀମ।ନଙ୍କ ଦ୍ୱ।ର। ଚିତ୍ରକଳ। ପୋଷ୍ଟର ଓ ଫଟୋ ପ୍ରଦର୍ଶନୀ ଅତିଥିମ।ନଙ୍କୁ ଚମତ୍କୃତ କରିଥିଲ। । ନନ୍ଦନକ।ନନ ମୁଖ୍ୟ ବନ ସଂରକ୍ଷକ ତଥ। ନିର୍ଦ୍ଦେଶକ ଶ୍ରୀ ମନୋଜ ଭି ନ।ୟ।ର ଧନ୍ୟବ।ଦ ଦେଇଥିଲେ । ପ୍ରଚ।ରଧର୍ମୀ ବୃତ୍ତଚିତ୍ର ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼।ଙ୍କ। ଦ୍ୱ।ର। ଲୋକ।ର୍ପିତ ହୋଇଥିଲ। । ବିଭ।ଗ ଦ୍ୱ।ର। ପ୍ରସ୍ତୁତ ‘ବ।ର୍ଡ ଅଫ୍‌ ଚିଲିକ। ଲେକ୍‌ଦ ପକେଟ୍‌ ଡ।ଏରୀକୁ ଉନ୍ମୋଚନ କର।ଯ।ଇଥିଲ। ଚିତ୍ର।ଙ୍କନ, ପୋଷ୍ଟର, କୁଇଜ୍‌ ଓ ସ।ଧ।ରଣ ଜ୍ଞ।ନ ପ୍ରତିଯୋଗିତ।ର କୃତୀ ପ୍ରତିଯୋଗୀମ।ନଙ୍କୁ ପୁରସ୍କୃତ କର।ଯ।ଇଥିଲ। । ଆନ୍ତର୍ଜ।ତିକ ଖ୍ୟ।ତି ସମ୍ପନ୍ନ ପକ୍ଷୀ ବିଶ।ରଦ ଡ. ଅସ।ଦ ରହମ।ନୀ ଓ ଡ. ସୁରେଶ କୁମ।ରଙ୍କ ସହ ଆନ୍ତର୍ଜ।ତିକ ଖ୍ୟ।ତି ସମ୍ପନ୍ନ ବନ୍ୟପ୍ର।ଣୀ ଫଟୋଗ୍ର।ଫର ଧ୍ରୀତିମ।ନ ମୁଖ।ର୍ଜୀଙ୍କୁ ଉପମୁଖ୍ୟମନ୍ତ୍ରୀ ସମ୍ମ।ନିତ ଓ ସମ୍ବର୍ଦ୍ଧିତ କରିଥିଲେ । ପର୍ଯ୍ୟଟନ ବିଭ।ଗର କମିଶନର ତଥ। ଶ।ସନ ସଚିବ ଶ୍ରୀ ବଲୱନ୍ତ ସିଂ ଉପସ୍ଥିତ ଥିଲେ । ବିଭ।ଗର ବହୁ ପଦ।ଧିକ।ରୀ, ପରିବେଶବିତ୍‌, ପକ୍ଷୀପ୍ରେମୀ ଓ ଫଟୋଗ୍ର।ଫରମ।ନେ ମଧ୍ୟ ଉପସ୍ଥିତ ଥିଲେ ।

ଦ୍ୱିତୀୟ ପର୍ଯ୍ୟ।ୟରେ ଆନ୍ତର୍ଜ।ତିକ ଖ୍ୟ।ତି ସମ୍ପନ୍ନ ପକ୍ଷୀ ବିଶ।ରଦ ଡ. ଅସ।ଦ ରହମ।ନୀ ଓ ଡ. ସୁରେଶ କୁମ।ରଙ୍କ ସହ ଆନ୍ତର୍ଜ।ତିକ ଖ୍ୟ।ତି ସମ୍ପନ୍ନ ବନ୍ୟପ୍ର।ଣୀ ଫଟୋଗ୍ର।ଫର ଧ୍ରୀତିମ।ନ ମୁଖ।ର୍ଜୀ ନିଜ ନିଜ ଜୀବନର ଅଭିଜ୍ଞତ। ବର୍ଣ୍ଣନ। ଓ ଭ।ବ ବିନିମୟ ଉପସ୍ଥିତ ସମସ୍ତଙ୍କ ମନକୁ ବେଶ୍‌ ଛୁଇଁଥିଲ। ।

-0-

ମାନସ ରଞ୍ଜନ ଖୁଣ୍ଟିଆ, ସୂଚନା ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *