କଲ୍ୟାଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ଛାତ୍ରୀ ଆଦ୍ୟାଶ୍ରୀ ପାଇଲେ ଛାତ୍ରବୃତ୍ତି

ମାହାଙ୍ଗା ,୦୫/୦୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) ମାହାଙ୍ଗା ବ୍ଲକ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶ୍ରୀ ବାରିକ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ଶତାୟୁ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଆଦ୍ୟାଶ୍ରୀଙ୍କ ସଫଳତା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ଶରଣ,ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ସ୍ଥାନୀୟ ପୁରାତନ ଛାତ୍ର ସଂଘ ସଭାପତି ଅଖିଳେଶ ମହାନ୍ତି,ସ୍କୁଲ ଶିକ୍ଷା କମିଟି ସଭାପତି ଶରତ ବେହେରା, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ବରିଷ୍ଠ ନାଗରିକ ଚନ୍ଦ୍ରମଣି ଦାଶ,ସୁନାକର ବେହେରା,ରବୀନ୍ଦ୍ର ନାଥ ଦାସ, ମୂଷିବର ପଲେଇ,ସୁଦାମ ପଲେଇ,ଦାମୋଦର ପଲେଇ,ବ୍ରଜବନ୍ଧୁ ପଲେଇ,ତ୍ରିଲୋଚନ ବେହେରା, ମହେଶ୍ୱର ସାହୁ,ସୁଶାନ୍ତ ଦାସ, ବିଜୟ ଦାଶ,ଭାରତ ଭୂଷଣ ଦାସ,ଅକ୍ଷୟ ବାରିକ, ଅରୁଣ ବାରିକ, ନାରାୟଣ ଦାଶ, ଚନ୍ଦ୍ର ଶେଖର ସାହୁ,ଅଫସର ତୁଲ୍ଲା,ପ୍ରସନ୍ନ ପରିଡା, ବିଭୂତି ଭୂଷଣ ଦାସ,ଚିତ୍ତରଞ୍ଜନ ଦାସ,ମୋହିଉଦ୍ଦିନ ଖାଁ,ଲକ୍ଷ୍ମୀଧର ବେହେରା,ମହେନ୍ଦ୍ର ଦାସ,ଅଫସର ତୁଲ୍ଲା,ନଗେନ ବେହୁରା,ରାକେଶ ବେହେରା,ଧ୍ରୁବ ଚରଣ ଦାଶ, ଚକ୍ରଧର ବେହେରା, ଗୟାଧର ବେହେରା, ନବ କିଶୋର ବେହେରା, ଲକ୍ଷ୍ମୀଧର ପଣ୍ଡା,ବିଶ୍ୱରଂଜନ ଦାଶ, ସୁଜୟ ବେହେରା, କେଦାରେଶ୍ୱର ପୁହାଣ, ପଞ୍ଚାନନ ପଣ୍ଡା, ରବୀନ୍ଦ୍ର ପୃଷ୍ଟି, ସୁମନ୍ତ ପଲେଇ, ତ୍ରିଲୋଚନ ସାହୁ, ପରମାନନ୍ଦ ସାହୁ, ରାଜେଶ ବେହେରା, ହେମନ୍ତ ବେହେରା,ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଆଦ୍ୟାଶ୍ରୀ କଲ୍ୟାଣପୁର ଗ୍ରାମର ଜ୍ୟୋତିର୍ମୟୀ ସାହୁ ଏବଂ ଦିଲ୍ଲୀପ ବାରିକଙ୍କ କନ୍ୟା ଅଟନ୍ତି । ଆଦ୍ୟାଶ୍ରୀଙ୍କ ଏହି ସଫଳତାରେ କଲ୍ୟାଣପୁର ଗ୍ରାମରେ ଆନନ୍ଦପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *