ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଉପରେ ଏକ ସୁନ୍ଦର ଗୀତଟିଏ ରିଲିଜ

ମା’ ସୁନାଦେଇ ପ୍ରଡ଼କ୍ସନ ନିବେଦିତ ବି.କେ. କି୍ରଏସନ ପ୍ରସ୍ତୁତ
ଭୁବନେଶ୍ୱର,୨୭/୧୨/୨୦୨୪ (ଓଡ଼ିଶା ସମାଚାର)- ମା’ ସୁନାଦେଇ ପ୍ରଡ଼କ୍ସନ ନିବେଦିତ ବି.କେ. କି୍ରଏସନ ପ୍ରସ୍ତୁତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଉପରେ ଏକ ସୁନ୍ଦର ଗୀତଟିଏ ରିଲିଜ ହୋଇଯାଇଛି । ମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର କର କମଳରେ ଗତ ୨୫ ତାରିଖ ବୁଧବାର ଦିନ ଉନ୍ମୋଚନ କରିଛନ୍ତି । ଯାହା ଗୀତ ରଚନା କରିଛନ୍ତି ସେମାନାଥ କରଣ ଯାହାର ସଙ୍ଗୀତରେ ସଜେଇଛନ୍ତି ଭକ୍ତ ମହାରଣା । ଏହି ଗୀତଟି ସ୍ମୃତିରଞ୍ଜନ ସାମଲଙ୍କ ଷ୍ଟୁଡ଼ିଓରେ ଡବିଙ୍ଗ କରାଯାଇଅଛି । ଏହି ଗୀତକୁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହୁ୍ୟମାନ ସାଗର କଣ୍ଠଦାନ କରିଛନ୍ତି । ଏହାକୁ ପ୍ରଯୋଜନା କରିଛନ୍ତି ବିବେକାନନ୍ଦ ବାରିକ ଓ ପ୍ରଭାତି ବାରିକ ।

Leave a Reply

Your email address will not be published. Required fields are marked *