ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ

ଭୁବନେଶ୍ୱର,୧୧/୧୨/୨୦୨୪(ଓଡ଼ିଶା ସମାଚାର)-ରାଜ୍ୟ ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଗତ ନଭେମ୍ବର ୨୬ରେ ଆରମ୍ଭ ହୋଇଥିଲା ଓ ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିଥାନ୍ତା। କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ଡିସେମ୍ବର୧୧ ରେ ଶେଷ ହୋଇଛି। ବାଚସ୍ପତି ସୁରମା ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି।

ଏହି ଅଧିବେଶନରେ ଅତିରିକ୍ତ ବଜେଟ୍‌ ପାରିତ ହୋଇଛି। ୨ଟି ସରକାରୀ ବିଲ୍‌ ପାରିତ ସହ ୧୦ଟି ବେସରକାରୀ ବିଲ୍‌ ଆଗତ ହୋଇଛି।

Leave a Reply

Your email address will not be published. Required fields are marked *