କେନ୍ଦ୍ରାପଡ଼ା, ୦୯/୧୧/୨୦୨୪(ଓଡିଶା ସମାଚାର)-ପବିତ୍ର କାର୍ତ୍ତିକ ମାସରେ ବାଲିରେ ନିର୍ମାଣ କରିଛନ୍ତି ମହାବାହୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି । ଜଗତରନାଥ ଙ୍କୁ ସ୍ମରଣକରିଛନ୍ତି ବାଲୁକା ଶିଳ୍ପୀ ବଲ୍ଲଭ ମହାପାତ୍ର। କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ବାଲୁକା ଶିଳ୍ପୀ ବଲ୍ଲଭ, ନିଜ ଗାଁ ମାର୍ଶାଘାଇ ବ୍ଲକ ଗୋପିନାଥପୁର ଯଦୁପୁରରେ ନିର୍ମାଣ କରିଛନ୍ତି ଏହି ବାଲୁକା କଳା।