ବାତ୍ୟା ସମ୍ବନ୍ଧିତ ସୂଚନା : ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ୟ୍ୟନ୍ତ ତିନିଦିନ ସ୍କୁଲ୍ ଛୁଟି ଘୋଷଣା

ଭୁବନେଶ୍ୱର, ୨୧/୧୦/୨୦୨୪ (ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଚଳିତ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ୟ୍ୟନ୍ତ ତିନିଦିନ ଲାଗି ବନ୍ଦ ରହିବ। ଜିଲ୍ଲା ତାଲିକା: ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଏବଂ କଟକ।

Leave a Reply

Your email address will not be published. Required fields are marked *