ଶିବାନନ୍ଦ ଆଶ୍ରମ ପକ୍ଷରୁ ଶାଢୀ ବଂଟନ

କେନ୍ଦ୍ରାପଡ଼ା, ୧୮/୧୦/୨୦୨୪ (ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମ ପକ୍ଷରୁ  ଗରୀବ, ଅସହାୟ ମା’ମାନଙ୍କୁ ଶାଢୀ ବଂଟନ କରାଯାଇଛି । ଆଶ୍ରମର ଅଧ୍ୟକ୍ଷା   ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ନିଆଳ ଆଶ୍ରମରେ ଗରୀବ,  ନିରାଶ୍ରୟା ଓ  ଅସହାୟ ମା’ମାନଙ୍କୁ ନୂତନ ଶାଢୀ ବଂଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ  ନିଆଳ ଆଶ୍ରମର କର୍ମକର୍ତାମାନଙ୍କ ସମେତ ବ୍ରହ୍ମଚାରୀ ନୃସିଂହ ନାଥ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *