ଆର୍ନ୍ତଜାତୀୟ ବୟସ୍କ ଦିବସ ପାଳିତ

ବାଲିଗୁଡା,୦୧/୧୦/୨୦୨୪ (ଓଡ଼ିଶା ସମାଚାର)- ବାଲିଗୁଡା ବନବାସୀ ସେବା ସମିତ ଆୟୋଜନରେ ଜରା ନିବାସ ଠାରେ ଆର୍ନ୍ତଜାତୀୟ ବୟସ୍କ ଦିବସ ପାଳିତ ହୋଇଯାଇଛି ବିଶାଳ ଶୋଭାଯାତ୍ରା କରିବା ସହ ଜରାନିବାସର ଅନ୍ତେବାସୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା । ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା,ସହସମ୍ପାଦକ ରବୁନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ତତ୍ୱାବଧାନତା କରିଥିଲେ । ଅତରିକ୍ତ ଜିଲାଦୌରା କୋର୍ଟର ବିଚାରପତି ସଂନ୍ଧ୍ୟା ସମୟରେ ଜରାଶ୍ରମ ପରିଦର୍ଶନ କରିଥିଲେ ଓ ଅନ୍ତେବାସୀ ମାନଙ୍କ ସହ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *