ଜୁନାଗଡ଼ ୧୪/୮/୨୦୨୪ (ଓଡ଼ିଶା ସମାଚାର)-ଜୁନାଗଡ଼ ଥାନା ଅନ୍ତର୍ଗତ ଡୁମେରବାହାଲ ନିକଟରେ ରେଳ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଯୁବକଙ୍କ ନାମ ସୁବାଷ ମାଝୀ ଓ ତାଙ୍କ ଘର ଡୁମେର ବାହାଲ ବୋଲି ଜଣାପଡିଛି । ରାତି ୨ ଟା ରେ ରାୟପୁରକୁ ଯାଉଥିବା ରେଳରେ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳକୁ ଟିଟିଲାଗଡ଼ ଜିଆରପି ପୋଲିସ ଆସି ଶବ ଜବତ କରି ବ୍ୟବଛେଦ ପାଇଁ ନେଇଥିବା ଜଣାପଡିଛି ।
ରେଳ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
![](https://eodishasamachar.com/wp-content/uploads/2023/11/Bishesa.jpg)