କଟକ, ୧୦/୭/୨୦୨୪ (ଓଡ଼ିଶା ସମାଚାର)-୪୨ ମୌଜା ଏରଞ୍ଚ ଗ୍ରାମର ଗର୍ବ ଗୌରବ ବହୁମୁଖି ପ୍ରତିଭାର ଅଧିକାରୀ ପୂର୍ବତନ ସରପଞ୍ଚ,୪୨ ମୌଜା ଶାନ୍ତି କମିଟିର ପୂର୍ବତନ ସମ୍ପାଦକ ମଧୁସୂଦନ ପତିଙ୍କ ପୁଣ୍ୟ ତିଥିରେ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସଭାପତି ସରୋଜ ନଳିନୀ ପରିଜା,କାର୍ଯ୍ୟକାରୀ ସଭାପତି ଅଭୟ ଦାସ,ଶାନ୍ତି କମିଟିର ସଭାପତି ଶରତ କୁମାର ରାୟ,ସାମ୍ବାଦିକ ଚନ୍ଦନ ମହାନ୍ତି ଓ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ବହୁମୁଖି ପ୍ରତିଭା ମଧୁସୂଦନ ପତିଙ୍କୁ ଶ୍ରଦ୍ଧାଞ୍ଜଳି
