ମହିଳାଙ୍କ ଘର ଉପରକୁ ବୋମାମାଡ଼ ଅଭିଯୋଗ

ସାଲେପୁର,୦୧/୦୫/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ଥାନା ଜପକୁଦ ଫାଣ୍ଡି ଅନ୍ତର୍ଗତ ଲେଖନ ପୁର ର ବାସିନ୍ଦା ଅଫସନା ବିବି ଙ୍କ ଘର ଉପରକୁ ବୋମା ମାଡ଼ ହୋଇ ଥିବା ଜପକୁଦ ଫାଣ୍ଡି ରେ ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ କରି ବୋମାର ଟୁକୁଡା ଅଂଶ ଜବତ କରି ତଦନ୍ତ କରୁଛି । ରାଜନୈତିକ ଆକ୍ରୋଶ ରୁ ଏପରି ଘଟିଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *