ସୁନନ୍ଦା ପତି ଙ୍କ ବରୀ ରେ ମହିଳା ପଦ ଯାତ୍ରା ।

ଯାଜପୁର, ୧୧/୦୪/୨୦୨୪ (ଓଡ଼ିଶା ସମାଚାର)-ବରୀ ନିର୍ବାଚନ ମଣ୍ଡଳୀ ର ଆଶାୟୀ ବିଜେଡି ପ୍ରାର୍ଥୀନି ସୁନନ୍ଦା କୁମାରୀ ପତି ଙ୍କ ରମ୍ପା ପଂଚାୟତ ଜମ୍ବୁଡିହ ଗ୍ରାମରେ ବିଜେଡି ବ୍ୟାନର ଓ ଶଙ୍ଖ ଚିହ୍ନ ପତାକା ରେ ମହିଳା ପଦଯାତ୍ରା ହୋଇଥିବା ଦେଖିବାକୁ ମିଳିଛି ।

 ନବୀନ ଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟ ବିଷୟରେ ସଚେତନ କରିବା ସହ ମହିଳା ଓ ସ୍ଥାନୀୟ ଲୋକଙ୍କ ସହ ଶ୍ରୀମତୀ ପତି  ଆଲୋଚନା କରିଥିଲେ ।

ଆଜି ସେ ମଧ୍ୟ ବରୀ ନିର୍ବାଚନ ମଣ୍ଡଳୀ ର ଅନ୍ୟ ଅଞ୍ଚଳ ବୁଲି ଲୋକ ଙ୍କ ଆଶୀର୍ବାଦ ନେଇଥିଲେ ଓ ତାଙ୍କୁ  ଏହି ଥର ବରୀ ବାସି ଙ୍କ ସେବା ପାଇଁ ସୁଯୋଗ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *