Odisha Latest Political News : ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡ଼ି ପକ୍ଷରୁ ନୂଆ ଦାୟିତ୍ବ ପ୍ରଦାନ

ଭୁବନେଶ୍ୱର, ୦୩/୦୪/୨୦୨୪ (ଓଡ଼ିଶା ସମାଚାର)- ବିଜେଡ଼ି ପକ୍ଷରୁ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ବିଜେଡ଼ି ରାଜ୍ୟ ଉପସଭାପତି ଦାୟିତ୍ବ ସହିତ ବିଜେଡି ଇସ୍ତାହାର କମିଟିର ଅଧ୍ୟକ୍ଷ କରାଯାଇଛି। ଏହାକୁ ଶୀଘ୍ର କାର୍ୟ୍ୟକାରୀ କରିବାକୁ  ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ପକ୍ଷରୁ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଙ୍କ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତି ପତ୍ରରେ ଉଲ୍ଲେଖ କରାଯାଇଛି।

 

Leave a Reply

Your email address will not be published. Required fields are marked *