ସୁଜନପୁର ପଂଚାୟତରେ ଉତ୍କଳ ଦିବସ ପାଳିତ।

ଯାଜପୁର, ୦୧/୦୪/୨୦୨୪ (ଓଡ଼ିଶା ସମାଚାର)- ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ସୁଜନପୁର ପଂଚାୟତ ଅଫିସ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ସମେତ ଅନ୍ୟ ବୀରପୁତ୍ର ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯିବା ସହ ବନ୍ଦେ ଉତ୍କଳ  ଜନନୀ ଗାନ କରାଯାଇଥିଲା । ଏହି ମହାନ କାର୍ୟ୍ୟରେ ସୁଜନପୁର ପଂଚାୟତ ସମିତି ସଭ୍ୟ ନାରାୟଣ ଜେନା , ସମାଜ ସେବୀ ତଥା ସରପଂଚ ପ୍ରତିନିଧି ଗଣେଶ୍ୱର ମହାକୁଡ ଙ୍କ ସହ ଅନ୍ୟ ବୁଦ୍ଧିଜୀବୀ ଉପସ୍ଥିତ ରହି ଆଜିର ଦିବସ ଉପରେ ନିଜ ନିଜର ମତ ରଖିଥିଲେ ।

Leave a Reply

Your email address will not be published. Required fields are marked *