ମଦ ବୋଝେଇ କାର୍ ସହ ବେପାରୀ ଗିରଫ

ପିପିଲି, ୨୯/୦୩/୨୦୨୪ (ଓଡ଼ିଶା ସମାଚାର)-ଗତ କାଲି ରାତି ରେ ପିପିଲି ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ କୁ ପିଛା କରି ତାକୁ ପିପିଲି ଦରଡ଼ା ସିଡି ଠାରୁ ଧରିବାରେ ସକ୍ଷମ ହୋଇଥିଲା । କାର୍ କୁ ତନଖି କରିବା ରେ ତାହା ଭିତରୁ 36 ଟି କିଙ୍ଗ ଫିସର, 144 ଟି ହୁଁଶ୍କି, ଯବତ କରିବା ସହ ବ୍ୟବହୃତ ହେଉଥିବା କାର୍ OR 12 B 3333 କୁ ମଧ୍ୟ ଯବତ୍ କରିଛନ୍ତି । ଏଥି ସହିତ ମଦ ବେପାରୀ ସିଉଳା ମାଟିଆ ପଡା ଗ୍ରାମର ସୁବାସ ମଲିକ୍ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *