ନିରାକାରପୁର, ୧୫/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ ଙ୍କ ନେତୃତ୍ୱରେ ଅନ୍ୟ ପୋଲିସ କର୍ମଚାରୀମାନେ ନୂଆ ଜଗନ୍ନାଥ ସଡ଼କରେ ଗାଡି ମଟର ଯାଞ୍ଚ କରିଥିଲେ। ହେଲମେଟ
ରୁ ଆରମ୍ଭ କରି ଗାଡି କାଗଜ ପତ୍ର ଯାଞ୍ଚ କରାଯାଇଥିଲା। ଏକାଧିକ ଗାଡିରୁ ପ୍ରାୟ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ଏସ ଆଇ ଦିପାଲିଶା ନାୟକଙ୍କ ଠାରୁ ଜଣାପଡିଛି।
ନିରାକାରପୁର ପୋଲିସର ଯାଞ୍ଚ: ୩୦ ହଜାର ଫାଇନ ଆଦାୟ
