ଉତ୍କଳ ହସ୍ପିଟାଲର ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର।

 ଭୁବନେଶ୍ୱର, ୨୮/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବେନେଶ୍ବର ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲର ତରଫରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଭୁବନେଶ୍ୱର ରସୁଲଗଡସ୍ଥିତ ସ୍ବପ୍ନ ମନ୍ଦିର old age home ରେ ହୋଇ ଯାଇ ଅଛି । ଏହି ଶିବିର ମାଧ୍ୟମରେ ୨୦ ଜଣ ଅନ୍ତେବାସୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା ଓ ସେମାନଙ୍କୁ ଆବଶ୍ୟକୀୟ ଔଷଧ ଉପକରଣ ଯୋଗାଇ ଦିଆ ଯାଇ ଥିଲା। ଅଧିକ ଚିକିତ୍ସା ପାଇଁ କେତେଜଣ ରୋଗୀଙ୍କୁ ଉତ୍କଳ ହସ୍ପିଟାଲର ଅଣାଯାଇ ଚିକିତ୍ସା ପ୍ରଦାନ କରାଯାଇଅଛି।

ଏହି ସ୍ୱାସ୍ଥ୍ୟ  ଶିବିର  ରେ  ଉତ୍କଳ ହସ୍ପିଟାଲ ର sr. consultant ophthalmologist  Dr.Prativa Mishra ତାଙ୍କର ସେବା ପ୍ରଦାନ କରିଥିଲେ। ଶେଷରେ ସ୍ବପ୍ନ ମନ୍ଦିର old age home ର Founder Director ପୀତମ ମିଶ୍ର ଉତ୍କଳ ହସ୍ପିଟାଲର ଡକ୍ଟର,କର୍ମଚାରୀ ଓ chairman Dr.Aditya Samal, management ର ସମସ୍ତ ସଦସ୍ୟଙ୍କୁ ଏହି ମହତ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *