ଜଗତସିଂହପୁରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର ୧୩/୦୯/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା  ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଅଦାଲତ ଓ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ…

ରାଜ୍ୟ ଗୃହିଣୀ ସମାଜ ସମ୍ପାଦିକା ଇନ୍ଦିରା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୧୩/୦୯/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟ ଗୃହିଣୀ ସମାଜ ସମ୍ପାଦିକା ତଥା ବିଶିଷ୍ଟ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକଙ୍କ ଧର୍ମପତ୍ନୀ ଇନ୍ଦିରା ପଟ୍ଟନାୟକଙ୍କ ଶନିବାର ସକାଳ ୭ ଘଟିକା ସମୟରେ…

ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟନାୟକଙ୍କ ପତ୍ନୀ ସାରସ୍ୱତ ସାଧିକା ଇନ୍ଦିରା ପଟନାୟକଙ୍କ ବିୟୋଗ

ଭୁବନେଶ୍ୱର,୧୩/୦୯/୨୦୨୫ (ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସମାଜ ର ପୂର୍ବତନ ସମ୍ପାଦକ ବହୁମୁଖି ବ୍ୟକ୍ତିତ୍ବର ଅଧିକାରୀ ପ୍ରଦୋଷ ପଟନାୟକଙ୍କ ସହଧର୍ମିଣୀ, ବରିଷ୍ଠ ସମାଜସେବୀକା, ଉତ୍କଳ ମହିଳା…

ଭିଜିଲାନ୍ସ ଜାଲରେ ଶ୍ରମ ଅଧିକାରୀ, ବିଳମ୍ବିତ ରାତିଯାଏ ଫକିରପଡା ବାସଭବନରେ ଖାନତଲାସ 

କଟକ ସଦର,୧୩/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚତୃଥ ଶ୍ରେଣୀ କର୍ମଚାରୀ ଥିବା ବାପାଙ୍କ ମୃତ୍ୟୁ ପରେ କିରାଣୀ ଭାବେ ଚାକିରି ପାଇଥିବା ଏଵଂ ପରବର୍ତ୍ତୀ ସମୟରେ…

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରେ ରାଜଭାଷା ସପ୍ତାହ ଆୟୋଜିତ

ଭୁବନେଶ୍ୱର,୧୩/୦୯/୨୦୨୫(ଓଡ଼ିଶା ସମାଚାର)-ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳରେ ରାଜଭାଷା ସପ୍ତାହ ଉତ୍ସାହଭରା ପରିବେଶରେ ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଆଲୋକ…

‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ସଚେତନତା

ଭୁବନେଶ୍ୱର,୧୩/୦୯/୨୦୨୫(ଓଡ଼ିଶା ସମାଚାର /ପିଆଇବି): ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବୁ୍ୟରୋ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ‘ପୋଷଣ ମାସ’ ଏବଂ…

‘ବିକାଶର ପୁନଃକଳ୍ପନା ଲକ୍ଷ୍ୟ ହାସଲରେ ସହାୟକ ହେବ’

ଭୁବନେଶ୍ୱର,୧୩/୦୯/୨୦୨୫ (ଓଡ଼ିଶା ସମାଚାର)- ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)ରେ ରହିଥିବା ୫ମ ଲକ୍ଷ୍ୟ ‘ଲିଙ୍ଗଗତ ସମାନତା’ ହାସଲ ସଂପର୍କରେ “ରିଇମେଜିଂ ଡେଭେଲପମେଂଟ ଥ୍ରୁ ଏ ଜେଣ୍ଡର ଲେନ୍ସ-…

ଓଡିଶା କନଷ୍ଟ୍ରକସନ ୱାର୍କରସ ୟୁନିଅନର କେନ୍ଦ୍ରାପଡା ଜିଲା ସମ୍ମିଳନୀ ଉଦଯାପିତ

କେନ୍ଦ୍ରାପଡ଼ା,୧୨/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଖଡିଅଙ୍ଗ ଠାରେ ଓଡିଶା କନଷ୍ଟ୍ରକସନ ୱାର୍କରସ ୟୁନିଅନ(ସିଟୁ)ର ଷଷ୍ଠ କେନ୍ଦ୍ରାପଡା ଜିଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରୟାତ ସାଥୀ…