ବାନ୍‌ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ  ମେଧାବୃତି ପ୍ରଦାନ

କେନ୍ଦ୍ରାପଡ଼ା,୨୯/୧୧/୨୦୨୫(ଓଡ଼ିଶା ସମାଚାର)- ବାନ୍‌ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ପଂଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ…

ଉଦ୍ଦୀପନ: ତୁଳନାତ୍ମକ ସ୍ମାର୍ଟ ସହର ମିଳିତ ଭାବରେ ଡିଜାଇନ କରିବାକୁ କିଶୋରଙ୍କ ନେତୃତ୍ୱାଧୀନ ପନ୍ଥା

ଭୁବନେଶ୍ୱର,୨୯/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ହମାରା ବଚପନ ଟ୍ରଷ୍ଟ, ଡବ୍ଲୁ୍ୟଆର୍ଆଇ ଇଣ୍ଡିଆ ସହିତ ମିଳିତ ଭାବରେ ‘ଉଦ୍ଦୀପନ: ଦି ଫୁ୍ୟଚର ଇଜ୍ ଆୱାର୍ସ! ଆଡୋଲେସେଂଟ୍ସ୍ କୋ-ଡିଜାଇନିଂ ସ୍ମାର୍ଟର…

ବ୍ୟକ୍ତିଗତ ଡିଜିଟାଲ୍ ତଥ୍ୟ ସୁରକ୍ଷା (ଡିପିଡିପି) ଆଇନ, ୨୦୨୩ ଉପରେ ଏକ ଦିନିକିଆ କର୍ମଶାଳା ଆୟୋଜିତ

ଭୁବନେଶ୍ୱର,୨୯/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ଠାରେ ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ (ଡିପିଡିପି) ଉପରେ ଏକ…

କଳପଡା ରେ କୁରାଳ ପଞ୍ଚମୀ ପର୍ବ, ଯୋଗଦେଲେ ସମାଜସେବୀ ମନୋଜ ନାୟକ

କଟକ ସଦର,୨୯/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ  ଵୈୟାଳିସମୈ।ଜା କଳପଡା କୁମ୍ଭକାର (ମୁଦୁଲି) ସାହି ଠାରେ ପାରମ୍ପରିକ କୈ।ଳିକ କୁରାଳ ପଞ୍ଚମୀ ଓ…

ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟରେ ଯୋଗଦାନ

ଯାଜପୁର,୨୯/୧୧/୨୦୨୫ (ଓଡ଼ିଶା ସମାଚାର)- ସୂଚନା ଓ ଲୋକସମ୍ପର୍କ ବିଭାଗ ଆଦେଶ ଅନୁଯାୟୀ ଗତକାଲି ପୂର୍ବାହ୍ନ ରେ ଶ୍ରୀ ସତ୍ୟବ୍ରତ ପାଣିଗ୍ରାହୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ,…

ଘରୋଇ ସହାୟିକା ଙ୍କ ସାମାଜିକ ନିରାପତା ଜରୁରୀ

ଭୁବନେଶ୍ୱର,୨୮/୧୧/୨୦୨୫ (ଓଡ଼ିଶା ସମାଚାର)- ବିକଳ୍ପ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଓ ମହିଳା ଆତ୍ମନିର୍ଭର ଅଭିଯାନ ଓ ଲୁଥେରାନ ୱାର୍ଲଡ଼ ସର୍ଭିସ ଇଣ୍ଡିଆ ଟ୍ରଷ୍ଟ ମିଳିତ ସହଯୋଗରେ ଏକ…

ବିଶ୍ୱ ପ୍ରାର୍ଥନା ଦିବସ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୨୮/୧୧/୨୦୨୫(ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମ ପରିସରରେ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ଉଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିବାନନ୍ଦ…

ଆମ ଗାଁରେ ତହସିଲ କାର୍ଯ୍ୟାଳୟ

କେନ୍ଦ୍ରାପଡ଼ା,୨୮/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଆମ ଗାଁରେ ତହସିଲ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…