ଗୋପାଳପୁରରେ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ପ୍ରୋଜେକ୍ଟ ସ୍ଥାପନ ପାଇଁ ନିଜର ପ୍ରତିବଦ୍ଧତା ସୁଦୃଢ କରିଛି ଏସିଏମଇ ଗ୍ରୁପ
ଭୁବନେଶ୍ୱର,୧୧/୦୬/୨୦୨୫ (ଓଡ଼ିଶା ସମାଚାର)-ସ୍ଥାୟିତ୍ୱ-ଭିତିକ ଅଭିନବ ସମାଧାନ ଉପରେ ଗୁରୁତ୍ୱ ଦେଉଥିବା ଭାରତର ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ଏସିଏମଇ ଗ୍ରୁପ ଆଜି ଓଡିଶାର ଗୋପାଳପୁରଠାରେ ଭାରତରେ ଏହାର ପ୍ରଥମ…
