‘ଆସଗା’ ଫୁଟବଲ ଟୁର୍ଣ୍ଣାମେଣ୍ଟ: କ୍ୱ।ର୍ଟର ଫାଇନାଲ ରେ ହାରିଥିବା’ ରକଷ୍ଟାର-୧୭ ‘ଚମ୍ପିୟାନ, ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ।
କଟକ ସଦର, ୦୧/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ‘ଆସଗା’ ପକ୍ଷରୁ କିଶନନଗର ଠାରେ ଅନୁଷ୍ଠିତ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ କଟକ ଗଣ୍ଡରପୁର ଠାରୁ କ୍ୱାର୍ଟର…
