ବିଜେଡ଼ି ନେତା ଅଶୋକ ବେହେରାଙ୍କ ପାରାଵିଲ୍ ଲକ୍ଷ୍ମୀ ମଣ୍ଡପ ପରିଦର୍ଶନ

କଟକ ସଦର,୩୦/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ଜଣାଶୁଣା ସମାଜସେବୀ ବରିଷ୍ଠ ବିଜେଡି ନେତା ତଥା କଟକ ସଦର ବ୍ଲକ ବିଜେଡ଼ି ଉପସଭାପତି ଅଶୋକ ବେହେରା ପାରାଵିଲ ର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ କରି ମା’ ଙ୍କ ଆଶ୍ରିର୍ଵାଦ ଭିକ୍ଷା କରିବା ସହିତ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି। ଏହି ଅବସରରେ ଶ୍ରୀ ବେହେରା ଙ୍କୁ ପ୍ରତ୍ୟେକ ପୂଜା ମଣ୍ଡପରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି।

Leave a Reply

Your email address will not be published. Required fields are marked *