କଟକ ସଦର ,୦୮/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଓଏମପି ଛକ ପାର୍କ ନିକଟରେ ଗତକାଲି ସୋମବାର ବିଳମ୍ବିତ ରାତିରେ ଏକ ହାଇୱ। ଟ୍ରକ୍ ଧକ୍କାରେ ଦୁଇଜଣ ମଟରସାଇକେଲ ଆରୋହୀ ଯୁବକଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି। 

ପ୍ରକାଶ ଯେ ଚାଉଳରେ ଅପର୍ଣ୍ଣାନଗର ଅଞ୍ଚଳର ଜୀତେନ୍ ବେହେରା (୩୩) ଓ ଅଡସପୁର ଅଞ୍ଚଳର ଅମିତ୍ ନାୟକ (୨୮) ଏକ ମଟରସାଇକେଲ ଯୋଗେ ସବୁଦିନ ଭଳି କାମରୁ ଅପାଣିଆ ଫେରୁଥିଲେ। ଏହି ସମୟରେ ଓଏମପି ଛକ ପାର୍କ ନିକଟରେ ଏକ ହାଇୱ। ଟ୍ରକ୍ ଏମାନଙ୍କ ଉପରେ ଚଢି ଯାଇଥିଲା। ଘଟଣା ସ୍ଥଳରେ
