କଟକ ବଡ଼ ଡ଼ାକ୍ତରଖାନା : ଉନ୍ନତି ମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

କଟକ ସଦର,୨୧/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଶ୍ୱସ୍ତରୀୟ ଏମ୍ସ ପ୍ଲସ ଭଳି ହେବାକୁ ଲକ୍ଷ୍ୟ ରଖି ଆଗେଇ ଚାଲିଥିବା କଟକ ବଡ଼ ଡ଼ାକ୍ତରଖାନା କାର୍ଯ୍ୟର ଅଗ୍ରଗତି ସଂପର୍କରେ ଆଜି ମଙ୍ଗଳବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ତଦାରଖ କରିବା ସହିତ ସମୀକ୍ଷା କରିଥିବା ଜଣାପଡିଛି।

ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ସ୍ଥାନୀୟ ଚୌଦ୍ୱାର –କଟକ ବିଧାୟକ ସୌଭିକ୍ ବିଶ୍ୱାଳ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖଙ୍କ ସହିତ ମେଡ଼ିକାଲ ର ପଦସ୍ଥ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ ଓ ଏଲ୍ ଆଣ୍ଡ ଟି ଠିକା ସଂସ୍ଥାର ଅଧିକାରୀ ମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *