ଭିନ୍ନକ୍ଷମ ଅନିଲଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା,୦୯/୦୨/୨୦୨୪(ଓଡ଼ିଶା ସମାଚାର)- ଜନ୍ମରୁ ମାନସିକ ଭିନ୍ନକ୍ଷମ ଥିବା ରବୀନ୍ଦ୍ର ମହାପାତ୍ର ଓ କୁଞ୍ଜଲତା ମହାପାତ୍ରଙ୍କ ପୁଅ ଅନିଲ ମହାପାତ୍ରଙ୍କ ଦ୍ୱାଦଶାହରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ସ୍ମୃତିସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏଥିସହିତ ତାଙ୍କ ସମ୍ପର୍କୀୟ ଶୋଭାରାଣୀ, ସଶ୍ମିତା, ବିସ୍ମିତା, ଅମିତା, ଅନିତା, ଅଜିତା, ସୁବ୍ରତ, ସତ୍ୟବ୍ରତ, ସୁନିଲ, ପ୍ରିୟବ୍ରତ, ସ୍ମୃତିରେଖା, ମୀନାମଞ୍ଜରୀ, ଶ୍ରେୟାଂଶୁ, ଇନ୍ଦୁମତି, ନମିତା, ସୁଜିତ, ମାମୁଁ ଡା. ନିରଞ୍ଜନ ଦ୍ୱିବେଦ୍ୱୀ, ମଉସା ବଳରାମ ମିଶ୍ର ପ୍ରମୁଖ ତାଙ୍କ ଆତ୍ମାର ସଦଗତି କାମନା ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *