ପରିବେଶ ସୁରକ୍ଷା ସହ ଚାରା ରୋପଣ କରୁଛନ୍ତି ପରିବେଶବତ୍  ଇଂ.ଗୋପାଳ କୃଷ୍ଣ ଦାସ  ।

କଟକ,୧୭/୦୬/୨୦୨୬(ଓଡ଼ିଶା ସମାଚାର) : ଅଗ୍ରଣୀ ସାମାଜିକ ସଙ୍ଗଠନ ରମା ଦେବୀ ସେଵା ସଂଗଠନର ସଂପାଦକ ପରିବେଶବିତ୍ ମହାନ୍ ସମାଜସେବୀ ସାହିତ୍ୟିକ ଇଂ.ଗୋପାଳ କୃଷ୍ଣ ଦାସ ୪୬ ବର୍ଷ ବୟସରେ ୬୬ ଥର ରକ୍ତଦାନ କରିବା ସହ ସାରା ରାଜ୍ୟରେ ପରିବେଶ ସଚେତନତା ସହ ଚାରା ରୋପଣ କରି ଚାଲିଛନ୍ତି । ସେ ଅସହାୟ ଲୋକମାନଙ୍କ ସେଵା,କର୍କଟ ରୋଗୀଙ୍କୁ ସେବା ସହଯୋଗ,ରକ୍ତଦାନ ଶିବିର,ଅଙ୍ଗଦାନ ସଚେତନତା, ପରିବେଶ ସୁରକ୍ଷା,କମ୍ବଳ ଓ ଖାଦ୍ୟ ବଣ୍ଟନ,ନିୟମିତ ଏସସିବି କଟକ,ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର କଟକ ସହ ରାଜଧାନୀର ବିଭିନ୍ନ ଚିକିତ୍ସାଳୟ ମାନଙ୍କରେ ରୋଗୀଙ୍କୁ ରକ୍ତ ଯୋଗାଇବା ସହ ସେବା ସହାୟତା ପ୍ରଦାନ କରନ୍ତି ।  ଅଧୁନା ସମାଜକୁ ସୁସ୍ଥ ତଥା ସବୁଜ ବଳୟ ସୃଷ୍ଟି ଅଭିଯାନରେ ସେ ପ୍ରମୂଖ ଭୂମିକା ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *