କଟକ ବିଜେଡ଼ିରେ ଆଉ ଗୋଟିଏ ଉଇକେଟ୍ ପଡ଼ିଲା, ଇସ୍ତଫା ଦେଲେ ରାଜ୍ୟ ଉପସଭାପତି ଆଶାଶ୍ରୀ ସାହୁ 

କଟକ ସଦର,୦୮/୦୬/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସହର ବିଜେଡ଼ିରେ ନେତୃତ୍ବକୁ ଦାୟି କରି ଗୋଟିକ ପରେ ଗୋଟିଏ ନେତାଙ୍କର ଇସ୍ତଫା ଲାଗି ରହିଥିବା ବେଳେ ଆଜି ସୋମବାର ଦିନ ପୁଣି ଗୋଟିଏ ଉଇକେଟ୍ ପଡ଼ିଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଜଣାଶୁଣା ମହିଳା ସଂଗଠକ ତଥା ବିଜେଡ଼ି ରାଜ୍ୟ ଉପସଭାପତି ଆଶାଶ୍ରୀ ସାହୁ ଆଜି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି ଆଜି କଟକ ସଦରରେ ଇସ୍ତଫା ର ଶୁଭାରମ୍ଭ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *