ଯୁବ ସମାଜସେବୀ ଜିତେନ୍ଦ୍ର ପ୍ରଧାନଙ୍କ ଅକାଳ ବିୟୋଗ,ଶୋକର ଛାୟା 

କଟକ ସଦର,୧୭/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) -କଟକ ସଦର ଅନ୍ତର୍ଗତ ଫକିରପଡା ପଞ୍ଚାୟତର ଜଣାଶୁଣା ଯୁବ ସମାଜସେବୀ ଜିତେନ୍ଦ୍ର ପ୍ରଧାନ(ଜିତୁ)ଙ୍କର ଗତକାଲି ଗୁରୁବାର ରାତିରେ ଅକାଳ ବିୟୋଗ  ଘଟିଛି।

ସିଏ ଗତ କିଛି ଦିନ ହେଲା ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇ ଚିକିତ୍ସାଧିନ ଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *