ଭୁବନେଶ୍ୱର,୨୪/୦୨/୨୦୨୬ (ଓଡ଼ିଶା ସମାଚାର)- ଭୁବନେଶ୍ୱର ଠାରେ ଥିବା ମିଟସ ସ୍କୁଲ ଅଫ ଵାୟୋଟେକ୍ନୋଲୋଜି ର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠାନର ନିର୍ଦେଶକ ଡ଼ଃ ଜି କେ ପଣ୍ଡା ଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ଆର୍ ଏସ୍ ଏସ୍ ଅଧ୍ୟକ୍ଷ ଛୋଟେଲାଲ ମହନ୍ତ ଓ ଅନୁଷ୍ଠାନ ର ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ଓ ଚରିତ୍ର ଗଠନରେ ଗୁରୁତ୍ୱ ଦେବାକୁ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପରିଚାଳନାରେ ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଙ୍କ ସମେତ କର୍ମଚାରୀ ମାନେ ସହାୟତା କରିଥିଲେ।

