କଟକ ସଦର , ୨୨/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମାତ୍ର ତିନି ମାସର ରହଣି ପରେ କଟକର ଜିଲ୍ଲାପାଳ ଥିବା ନରହରି ସେଠୀ ଓଏଏସ୍ ଙ୍କୁ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଭାବେ ୱ।ଟର ରିସୋର୍ସ ବିଭାଗକୁ ଵଦଳି କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ନରହରି ସେଠୀ ଲୋକଙ୍କ ସମସ୍ୟାକୁ ଉପେକ୍ଷା କରି କାର୍ଯ୍ୟାଳୟରେ ବହୁ ସମୟ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୋଇ ଆସୁଥିଲା। ତାଙ୍କ ସ୍ଥାନରେ ମୟୁରଭଞ୍ଜରେ ଜିଲ୍ଲାପାଳ ଥିବା ଭିନିତ୍ ଭରଦ୍ୱାଜ ଆଇଏଏସ କଟକର ନୂତନ ଜିଲ୍ଲାପାଳ ଭାବେ ଯୋଗଦେବେ ବୋଲି ଜଣାଯାଇଛି। ରାଜ୍ୟରେ ଏକ ବଡଧରଣର ୪୦ ଜଣ ଆଇଏଏସ ଅଫିସରଙ୍କୁ
ତିନି ମାସର ରହଣି ପରେ ବଦଳିଲେ କଟକ ଜିଲ୍ଲାପାଳ, ନୂତନ ଭାବେ ଯୋଗ ଦେଵେ ଭିନିତ୍ ଭରଦ୍ୱାଜ
