ପାରାଵିଲ ଗ୍ରାମର ଅସୁସ୍ଥ ବରିଷ୍ଠ ମୂରବୀ ଙ୍କୁ  ଭେଟିଲେ ବ୍ଲକ୍ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ 

କଟକ ସଦର,୦୮/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ପାରାଵିଲ ଗ୍ରାମର ବରିଷ୍ଠ ମୂରବୀ ତଥା ଶିକ୍ଷାବିତ୍ ଧରଣୀଧର ବେହେରା ଙ୍କ ଅସୁସ୍ଥତା ଖବର ପାଇ ଆଜି ଶନିବାର ସଂଧ୍ୟାରେ କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ସେବା ସମିତି ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ତାଙ୍କ ଘରକୁ ଆସି ସ୍ୱ।ସ୍ଥ୍ୟ ଅଵସ୍ଥା ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଥିବା ଜଣାପଡିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆୟତପୁର ସରପଂଚ ରାକେଶ ବେହେରା, ବିଶ୍ୱଜିତ୍ ବାଡି, ବିଶ୍ୱଜିତ୍ ଶତପଥୀ, ନିଗମ ରାଉତ ପ୍ରମୁଖ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *