ସାଇବର ସୁରକ୍ଷା ଅଭିଯାନ ୨୦୨୫ ଶୁଭାରମ୍ଭ

ଭୁବନ,୧୯/୧୦/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ପଞ୍ଚାୟତ ସମିତି ତରଫରୁ ବ୍ଲକ ସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ୨୦୨୫ ଶୁଭାରମ୍ଭ ହୋଇଯାଇଛି । ଭୁବନେଶ୍ୱର ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ସାଇବର ଅପରାଧ କୁ ରୋକିବା ପାଇଁ ଜନ ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, ଭୁବନ ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକ ଙ୍କ ସମେତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମକୁ ଭିଡିଓ କନ୍ ଫରେନ୍ସ ଜରିଆରେ ଦେଖିଥିଲେ।

Leave a Reply

Your email address will not be published. Required fields are marked *