କଟକ ସଦର, ୧୪/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଗରୀବ ସୈ।ରୀ ବେହେରା ଙ୍କର ଅସୁସ୍ଥତା ଖଵର ପାଇ ଓଡ଼ିଶା ରାଷ୍ଟ୍ରଵାଦୀ ସଂଘ ସହାୟତା ର ହାତ ଵଢାଇଥିଵା ଜଣାପଡିଛି। ସଂଘର ସଭାପତି ଇଂ ଗିରିଜା ଶଙ୍କର ପତିଙ୍କ ନିର୍ଦେଶ କ୍ରମେ ରବିନ୍ଦ୍ର ପାତ୍ର, ସହଯୋଗ ପରିଷଦର ସଭାପତି ପ୍ରତାପ ବେହେରା, ସଂଜୟ ସାହୁ, ଭାରତୀୟ କିସାନ ସଂଘ ରାଜ୍ୟ ସଂପାଦକ ଦେବୀପ୍ରସାଦ ପତି ପ୍ରମୁଖ ସୈ।ରୀଙ୍କ ଘରକୁ ଯାଇଁ ସହାୟତା କରିଥିଲେ। ଏଥିରେ ସୁରେନ୍ଦ୍ର ବେହେରା,ଦୀପକ ମଣ୍ଡଳ, କୃଷ୍ଣ ଚନ୍ଦ୍ର ମହାରଣା, ରବିନ୍ଦ୍ର ବେହେରା,ଶରତ ମଣ୍ଡଳ, ଶୁକଦେବ ହୋତା ପ୍ରମୁଖ ସାମିଲ ହୋଇଥିଲେ।
ଅସୁସ୍ଥ ସୈ।ରୀ ବେହେରାଙ୍କୁ ସହାୟତା ର ହାତ ଵଢାଇଲା ଓଡ଼ିଶା ରାଷ୍ଟ୍ରଵାଦୀ ସଂଘ
