ଜୁନାଗଡ ଠାରେ ବିଜେପି ପକ୍ଷରୁ ବଳିଦାନ ଦିବସ ପାଳିତ।

ଜୁନାଗଡ଼,୨୩/୦୬/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-ଜୁନାଗଡ ବିଜେପି ପକ୍ଷ୍ୟରୁ ସହର ସ୍ଥିତ ପାର୍ଟୀ କାର‌୍ୟ୍ୟାଳୟରେ ବଳିଦାନ ଦିବସ ପାଳିତ ହୋଇଯାଇଛି । ଡାଃ ଶ୍ୟାମ ପ୍ରସାଦ ମୂଖାର୍ଜୀ ଙ୍କ ୭୨ ତମ ପୁଣ୍ୟ ତିଥିରେ ସାରା ଦେଶ ରେ ଜୁନ ୨୩ କୁ ବଳିଦାନ ଦିବସ ରୂପେ ପାଳନ କରୁଥିବା ବେଳେ ଜୁନାଗଡ ବିଜେପି ପକ୍ଷରୁ ମଧ୍ୟ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ବଳିଦାନ ଦିବସ ରେ ଡାଃ ଶ୍ୟାମ ପ୍ରସାଦ ମୂଖାର୍ଜୀ ଙ୍କ ଫଟୋ ରେ ବିଜେପି କାର‌୍ୟ୍ୟକର୍ତ୍ତା ମାନେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି କାର‌୍ୟ୍ୟକ୍ରମରେ ବିଜେପି ଯୁବ କାର‌୍ୟ୍ୟକର୍ତ୍ତା ହିମାଂଶୁ ଶେଖର ବରାଡ଼, ପୂର୍ବତନ ଏନ୍ ଏ ସି ନଗର୍ ପାଲ ମୁକେଶ୍ ଅଗ୍ରୱାଲ, ସୁଧାଂଶୁ ବରାଡ଼, ରଞ୍ଜନ ରାଉତ, ଶିବ ରାମ ରାଉତ, କାଳନ୍ଦି ପାଣିଗ୍ରାହୀ, ବିକ୍ରାନ୍ତ ପଟ୍ଟନାୟକ ଓ ବହୁ ବିକେପି କର୍ମୀ ଉପସ୍ଥିତ ରହି ଡାଃ ଶ୍ୟାମକ୍ଷ ପ୍ରସାଦ ମୂଖାର୍ଜୀ ଙ୍କ ଦେଶ ପାଇଁ ଦେଇଥିବା ବଳିଦାନ କୁ ମନେପକାଇ ସ୍ମୃତି ଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *