କଟକ ସଦର, ୧୨/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶାର ଅଗ୍ରଣୀ କ୍ରୀଡା ସଂଘ’ ଫୁଟବଲ ସଂଘ ଓଡ଼ିଶା (ଫାଓ)’ର ସଭାପତି ଭାବେ ଝାରସୁଗୁଡ଼ା ର ବିଧାୟକ ଟଙ୍କଧର ତ୍ରିପାଠୀ
ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ‘ଫାଓ’ ର ପୂର୍ବତନ ସଭାପତି ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କ ମୃତ୍ୟୁ ପରେ ଉକ୍ତ ପଦବୀ ଟି କିଛି ଦିନ ହେଲା ଖାଲି ରହିଥିଲା ।
ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ନିର୍ଦ୍ବନ୍ଦ୍ବରେ ‘ଫାଓ’ ର ସଭାପତି ନିର୍ବାଚିତ
