ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ କଟକ ରେ ରଥ କାଠ ଚିରଟ ଅନୁକୂଳ 

କଟକ ସଦର, ୦୬/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଥା ଅନୁଯାୟୀ ଆଜି ରବିବାର ଶ୍ରୀରାମ ନବମୀ ରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ କଟକ ଖପୁରିଆ ସ୍ଥିତ କରତ କଳରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶୁଭାରମ୍ଭ ହୋଇଛି।

ବିଭିନ୍ନ ବନ ଖଣ୍ଡରୁ କାଠ ଗଣ୍ଡି ସବୁ ଆସି ଚିରଟ ହୋଇ ଦଫା ଦଫାରେ ପୁରୀ ବଡ଼ଦାଣ୍ଡ ରଥ ଖଳାରେ ପହଞ୍ଚିଵା ପରେ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହେବ ବୋଲି ଜଣାପଡିଛି। ଆଜିର ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *