କୁମୁରିସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଙ୍କ କୃତିତ୍ୱ

ଖଜୁରିଆକଟା ୩୦/୦୩/୨୦୨୫ (ଓଡ଼ିଶା ସମାଚାର)-  ଚଳିତ ବର୍ଷ ୨୪-୨୫ ବର୍ଷରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ପ୍ରତିଭା ଓ ମେଧା ଭିତ୍ତିକ ଛାତ୍ର ବୃତ୍ତି ପରୀକ୍ଷା ( NMMS) ରେ ହିନ୍ଦୋଳ ଉପଖଣ୍ଡ କୁମୁରିସିଂହା ସରକାରୀ ଉପ୍ରା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୃତିପ୍ରଜ୍ଞା ଦଳେଇ କୃତିତ୍ୱ ହାସଲ କରିଛନ୍ତି।

ଏହି ସଫଳତା ପାଇଁ ପିତା ଜୀଵନ କୁମାର ଦଳେଇ ମାଆ ସୁରେଖା ସାହୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ଦେହୁରୀ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦମ୍ପତି ଡ଼ ଅନ୍ତର୍ଯ୍ୟାମୀ ସାହୁ ଓ ଶାନ୍ତିଲତା ସାହୁଙ୍କ ଆନ୍ତରିକ ଉଦ୍ୟମ ରହିଛି। କୁମୁରିସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରତ୍ୟେକ ବର୍ଷ ଏଭଳି ସଫଳତା ହାସଲ କରିବା ନେଇ ସାରା ହିନ୍ଦୋଳ ଶିକ୍ଷା ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *