ଵଦଳିଲେ କନ୍ଦରପୁର ଥାନା ଅଧିକାରୀ ରାଧାକାନ୍ତ ସାହୁ 

କଟକ ସଦର, ୦୪/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ଆଇଆଇସି ରାଧାକାନ୍ତ ସାହୁ ଙ୍କର ନିଜ ଇଚ୍ଛାରେ ଭୁବନେଶ୍ଵରକୁ ଵଦଳି ହୋଇଥିବା ବେଳେ ଏଠାରେ ଯୋଗଦାନ କରିବାକୁ କଟକ ୟୁପିଡିରେ ଥିବା ଆର୍ତ୍ତତ୍ରାଣ ସେଠୀ ଆସୁଥିବା ଆଜି (ମଙ୍ଗଳବାର) ଦୈତ ନଗରୀ ପୋଲିସ କମିଶନରଙ୍କ ନିର୍ଦେଶନାମା ରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *