ଭୁବନ,୩୧/୦୧/୨୦୨୫ (ଓଡ଼ିଶା ସମାଚାର)- ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ପ୍ରତି ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଯୁବ ଶିଳ୍ପଦ୍ୟୋଗୀ ଙ୍କୁ ଉତ୍ସାହିତ କରିବା ସକାଶେ ରାଜ୍ୟର ୬୦ ଜଣ ଶିଳ୍ପଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଜଣାଶୁଣା ଯୁବ ଶିଳ୍ପପତି ଭାରତ ଷ୍ଟିଲ ଇଣ୍ଡଷ୍ଟ୍ରିଜ ପାର୍ଟନର ଶ୍ରୀଯୁକ୍ତ ଅଜିତ କୁମାର ବିହାରୀ ଙ୍କୁ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ରେ ରାଜ୍ୟ ସରକାରଙ୍କ ମତ୍ସ୍ୟ,ପଶୁ ସମ୍ପଦ ଓ କ୍ଷଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଅଜିତ ଙ୍କୁ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ଙ୍କ ସମେତ ବିଜେପି ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୁବ ଶିଳ୍ପପତି ଅଜିତ ବିହାରୀ ସମ୍ବର୍ଦ୍ଧିତ
