ପ୍ରତାପ ଜେନାଙ୍କୁ କଟକ ବିଜେଡ଼ି ସାଂଗଠନିକ ନିର୍ବାଚନ ଦାୟିତ୍ଵ 

କଟକ ସଦର ୩୧/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନଅଜଣ ବିଜେଡ଼ି ନେତାଙ୍କୁ ୨୭ ଗୋଟି ନିର୍ବାଚନ ମଣ୍ଡଳୀର ସାଂଗଠନିକ ନିର୍ବାଚନ ପାଇଁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦାୟିତ୍ୱ ମିଳିଥିବା ବେଳେ ଅବିଭକ୍ତ କିଶନନଗର ନିର୍ବାଚନ ମଣ୍ଡଳୀର ତଥା ମାହାଙ୍ଗା ର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ କଟକ ସଦର, କଟକ ବାରବାଟି ଓ ନିଆଳି ର ଦାୟିତ୍ୱ ମିଳିଥିବା ବିଜେଡ଼ି ସଂଯୋଜନା କମିଟି ଅଧ୍ୟକ୍ଷ ପୂର୍ବତନ ବିଧାୟକ ଦେଵୀ ପ୍ରସାଦ ମିଶ୍ରଙ୍କ ପ୍ରେସ୍ ରିଲିଜ ରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *