ନିଆଳୀରୁ ସାଂସଦଙ୍କ ପ୍ରତିନିଧି ହେଲେ ଜ୍ୟୋତିରଂଜନ.

ନିଆଳୀ ୦୩/୧୧/୨୦୨୪ (ଓଡ଼ିଶା ସମାଚାର)-ନିଆଳୀ ବ୍ଲକ ଦ୍ୱୀପାଞ୍ଚଳରୁ ଯୁବନେତା ତଥା ସମାଜସେବୀ ଜ୍ୟୋତି ରଞ୍ଜନ ମହାନ୍ତିଙ୍କୁ ଜଗତସିଂହପୁର ଲୋକସଭା ସାଂସଦ ଡ଼ ବିଭୁ ପ୍ରସାଦ ତରାଇ ନିଜର ଲୋକ ପ୍ରତିନିଧି ଭାବେ ଚୟନ କରିଛନ୍ତି ।. ଦ୍ଵୀପାଞ୍ଚଳ ସହ ନିଆଳୀର ସମସ୍ତ ବିକାଶ କ୍ଷେତ୍ରରେ ସାଂସଦଙ୍କ ପରାମର୍ଶରେ କାର୍ଯ୍ୟ କରିବେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ଏବଂ ମାନ୍ୟବର ସାଂସଦଙ୍କୁ ଧନ୍ୟବାଦ ପ୍ରଦାନ ସହ ନିଆଳୀ ବ୍ଲକର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି. ।

Leave a Reply

Your email address will not be published. Required fields are marked *