ବିଦ୍ୟାଧରପୁର ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଉଦଘାଟିତ

ଭୁବନ ୧୧/୧୨/୨୦୨୩ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଗନ୍ଦିଆ ତହସିଲ ଅନ୍ତର୍ଗତ ବିଦ୍ୟାଧରପୁର ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ କାର୍ଯ୍ୟାଳୟ କୁ ସଦର ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଗନ୍ଦିଆ ତହସିଲଦାର ସୁରଥ ଚନ୍ଦ୍ର ରାଉତ ଙ୍କ ସମେତ ବିଦ୍ୟାଧରପୁର ରାଜସ୍ବ ନିରୀକ୍ଷକ ଶ୍ରୀମତୀ ପ୍ରଣତୀ ଭୋଇ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *